ନାରଣ ମାଷ୍ଟ୍ରେ (@narayanatweets) header
ନାରଣ ମାଷ୍ଟ୍ରେ (@narayanatweets) profile picture

🇮🇳 ଐତିହ୍ୟ ଆଗ୍ରହୀ🛕 ପେସାରେ ଶିକ୍ଷକ 👨‍🏫 ପୁସ୍ତକ ପ୍ରିୟ 📚 ଚାହା ପ୍ରେମୀ ☕️ ଧୋନି ପଙ୍ଖା ❤️ ଗର୍ବିତ ଓଡ଼ିଆ 🙏 ଜୟ ମା ତାରାତାରିଣୀ 🚩 @ganjamcalling

Chatrapur, Odisha
Joined August 2009
Photo by ନାରଣ ମାଷ୍ଟ୍ରେ (@narayanatweets)Photo by ନାରଣ ମାଷ୍ଟ୍ରେ (@narayanatweets)Photo by ନାରଣ ମାଷ୍ଟ୍ରେ (@narayanatweets)Photo by ନାରଣ ମାଷ୍ଟ୍ରେ (@narayanatweets)Photo by ନାରଣ ମାଷ୍ଟ୍ରେ (@narayanatweets)Photo by ନାରଣ ମାଷ୍ଟ୍ରେ (@narayanatweets)Photo by ନାରଣ ମାଷ୍ଟ୍ରେ (@narayanatweets)Photo by ନାରଣ ମାଷ୍ଟ୍ରେ (@narayanatweets)Photo by ନାରଣ ମାଷ୍ଟ୍ରେ (@narayanatweets)Photo by ନାରଣ ମାଷ୍ଟ୍ରେ (@narayanatweets)
ନାରଣ ମାଷ୍ଟ୍ରେ retweeted
Odisha is highly underrated 😂😂😂
64
416
5
3,113
104,851
ନାରଣ ମାଷ୍ଟ୍ରେ retweeted
There are some fake news and misleading information being circulated regarding conduct of #OSSTET 2026. As scheduled, the OSSTET -2026 exam will be conducted on 30.09.2026. Please ignore such fake news. Here is the video statement from the President, BSE, Odisha.
11
8
4
56
4,684
ନାରଣ ମାଷ୍ଟ୍ରେ retweeted
The 5-day face-to-face first week of the 9-week blended district-level ELEC programme was launched across all 30 districts of Odisha, conducted by State Institute of Languages and Teacher Training (SILTT), Bhubaneswar, in collaboration with Azim Premji University, Bengaluru. The programme will cover 1,800 Elementary Teachers, supported by 60 Key Resource Persons and 120 Mentors, with a focus on building teachers’ confidence in using English for self-expression and effective teaching-learning practices.
4
22
6,150
ନାରଣ ମାଷ୍ଟ୍ରେ retweeted
Looking for your name in the Odisha draft SIR voter list released today? Here’s how to check: 1. Visit ceoodisha.nic.in/en/ 2. Click on “View Electoral Roll” on the left side (see Pic 1) 3. A new window will open (Pic 2). Enter the required details and search for your name Note: The portal displays the entire voter list of your polling booth, so you’ll need to search for your name within the list.
The “draft” electoral roll for Odisha has been published following the SIR process. Check your name in the draft electoral roll on the CEO Odisha website (ceoodisha dot nic dot in) as shown in the screenshot below. If your name has been wrongly deleted or there are any errors, file your claim or objection between July 5 and August 4. Every vote matters. Don’t wait until election day to find out your name is missing.
22
39
1
187
39,467
ନାରଣ ମାଷ୍ଟ୍ରେ retweeted
Coastal erosion at Podampeta, now a ghost village in #Odisha's Ganjam district ....a story of climate change!
10
94
6
567
42,385
ନାରଣ ମାଷ୍ଟ୍ରେ retweeted
Replying to @KantInEastt
Media is misleading. The statement is given as TRUE or FALSE statement.
3
7
9
614
ନାରଣ ମାଷ୍ଟ୍ରେ retweeted
ବାପା ବିରି ବାଟିଲେ ଅସୁବିଧା କଣ l ଘରେ ଆପଣଙ୍କ ବାପା ଘର କାମରେ ସହାୟତା କରୁନାହାନ୍ତି କି ? ଆମେ ପିଲାଙ୍କ ମନରେ କାହିଁକି gender role fix କରିବା ଯେ ପୁଅଟେ ଏସବୁ କାମ କରିବ, ଝିଅଟେ ସେ ସବୁ କାମ କରିବ l ଟିକିଏ ଭଲରେ ଚିନ୍ତା କରନ୍ତୁ l ସମାଜରୁ ଲିଙ୍ଗଗତ ବୈଷମତା କିଭଳି ଦୂର ହେବ ?
ମାଆ ଆଣିଲେ ଚାଉଳ ଚୁନା ବାପା ବାଟିଲେ ବିରି, ଜେଜୀ କରିଲେ ଚକୁଳି ପିଠା ପିଠା ପାତିଆ ଧରି.. ବହି ଲେଖିଲା ବାଲା ଏଠି.. ପୁରୁଷ କାମକୁ ନାରୀ ଦ୍ବାରା କରେଇଛନ୍ତି ନାରୀ କାମକୁ ପୁରୁଷ ଦ୍ବାରା କରେଇଛନ୍ତି ଯାହା ଫଳରେ ଆଉ ଜମାରୁ ଭେଦଭାବ ରହିବ ନାହିଁ।
1
2
1
9
278
ନାରଣ ମାଷ୍ଟ୍ରେ retweeted
ଆକ୍ରୋଶ ମୂଳକ ଭାବେ ଜଣେ ସଚ୍ଚୋଟ ଏବଂ କର୍ମଠ ଅଧିକାରୀ ମନୋଜ ପାଢ଼ୀଙ୍କୁ ଷଡ଼ଯନ୍ତ୍ର ପୂର୍ଣ୍ଣ ଭାବେ ବଦନାମ କରାଯାଉଛି। କିନ୍ତୁ ପୁସ୍ତକ ପ୍ରଣୟନର ମୁଖ୍ୟ ସଂଯୋଜକ ସରକାର ସମେତ ନିର୍ଦ୍ଦେଶକଙ୍କୁ ବଦନାମ କରିଥିବା ସ୍ପଷ୍ଟ ଇଂଗିତ ହେଉଛି। @MohanMOdisha @CMO_Odisha ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ମନୋଜ ପାଢ଼ୀ ନିର୍ଦ୍ଦେଶକ ଥିବା ସମୟରେ ରାଜ୍ୟର ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡିକରେ ପଦବୀ ସଂଖ୍ୟା ବୃଦ୍ଧି ସହ ଭିତ୍ତିଭୂମିର ବିକାଶ ପାଇଁ ଯୋଜନା କରି ସଫଳତା ଅର୍ଜନ କରିଛନ୍ତି। ଅନେକ ପ୍ରଶିକ୍ଷଣ ମାଧ୍ୟମରେ ପୁନଃର୍ବଳନ କାର୍ଯ୍ୟକ୍ରମ କରିଛନ୍ତି। ସେ ମାତ୍ରାଧିକ ସମୟ କାର୍ଯ୍ୟ କରାଇଥୁବା ଯୋଗୁଁ ଉପନିର୍ଦ୍ଦେଶକ ଏବଂ ସହ ନିର୍ଦ୍ଦେଶକ ମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଠକ ଅଧିକାରୀ ମାନଙ୍କ ପାଇଁ ଶତୃ ପାଲଟି ଯାଇଥିଲେ। କେଉଁ ଅଧିକାରୀମାନେ ସେଠାରେ ୫ ବର୍ଷ ଠାରୁ ଅଧିକ ସମୟ ରହିଛନ୍ତି ତାହାର ତର୍ଜମା ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସମୀକ୍ଷା କରିଲେ ଅସଲ ଷଡଯନ୍ତ୍ରର ମୂଳକାରଣରେ ପହଞ୍ଚିବାରେ ନିଃସନ୍ଦେହରେ ସମର୍ଥ ହେବେ। ବ୍ୟକ୍ତିଗତ ଭାବରେ OAS ମନୋଜ ପାଢ଼ୀଙ୍କୁ ଜାଣିଛି ସେ ଭାରୀ କଠୋର, କର୍ମଠ ଏବଂ ସଚ୍ଚୋଟ ଅଧିକାରୀ। ସେ ରଂଗେଇଲୁଣ୍ଡା ବିଡିଓ ଥିବା ସମୟରେ ବ୍ଳକ ଶିକ୍ଷକ ସଂଘର ସଭାପତି ଥିଲି। ଏଠାରେ ମଧ୍ୟ ଥିବା ସମୟରେ ଦୁର୍ନୀତିକୁ ପ୍ରଶୟ ଦେଉନଥିଲେ ଏବଂ ସମୟାନୁବର୍ତ୍ତିତା ଥିଲେ ବୋଲି ଅନେକଙ୍କ ଶତୃ ପାଲଟି ଯାଇଥିଲେ। @SMEOdisha @GovernorOdisha
ପୁସ୍ତକ ପ୍ରକାଶନ ଦାୟିତ୍ବରେ ଥିବା କର୍ମଚାରୀ ମାନେ ୨୦-୨୫ ବର୍ଷ ହେଲାଣି ଦାୟିତ୍ବରେ ରହିଛନ୍ତି। ସେମାନେ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। #Book #TextBookMistake #Odisha #OTV
5
1
2
15
3,496
ନାରଣ ମାଷ୍ଟ୍ରେ retweeted
ବେହିଆ (ବିଶେଷଣ) : ଅତୀବ ନିର୍ଲଜ ବ୍ୟକ୍ତି | ଉଦାହରଣ : ଆଜି ଦଳେ ବେହିଆ, ଜନସାଧାରଣ ଙ୍କୁ ପେଟ୍ରୋଲ /ଡିଜେଲ ର ବ୍ୟବହାର କମ୍ କରିବାକୁ ଉପଦେଶ ଦେଇ, ସରକାର ଗଢିବାର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଇକ ରାଲି ର ଆୟୋଜନ କରିଥିଲେ |
15
18
1
109
3,064
ନାରଣ ମାଷ୍ଟ୍ରେ retweeted
The originally proposed Gopalpur-Digha highway along the Odisha coast was deliberately truncated to leave Ganjam district out of the network & Odisha leaders happily accepted the proposal. @PMOIndia @CMO_Odisha @nitin_gadkari @PWD_Odisha @nhai_ro @PrithivirajBJP @drpkpanigrahy
10
17
3
87
5,895
ନାରଣ ମାଷ୍ଟ୍ରେ retweeted
Hello Odisha, hire me if you want some lessons in ChatGPT prompts lest you embarrass your state emblem nationally. Odisha state Higher Education department using AI to generate posts and making the bhoot of state emblem. #amitkilhor #kilhor #odisha #stateemblem
150
444
80
1,701
84,592
ନାରଣ ମାଷ୍ଟ୍ରେ retweeted
ଓଡ଼ିଶାରେ ଦୁର୍ନୀତି ବିରୋଧରେ ସ୍ୱର ଉଠାଇବା କ’ଣ ଏବେ ଅପରାଧ? ଶିକ୍ଷା ବିଭାଗରେ ଦୁର୍ନୀତି ନେଇ ପ୍ରଶ୍ନ ଉଠାଇଥିବା ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯିବା ଘଟଣା, ବାକ୍ ସ୍ୱାଧୀନତା ଓ ପ୍ରଶାସନିକ ପାରଦର୍ଶିତା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି। ସରକାର ଏହି ଘଟଣାରେ କାହାକୁ ସୁରକ୍ଷା ଦେବାକୁ ଚାହୁଁଛି?
16
39
1
208
6,201
ନାରଣ ମାଷ୍ଟ୍ରେ retweeted
Berhampur municipality formed 157 yrs ago,Railway station is 134 yrs old, Khallikote college is 146 yrs old, Utkal Sammelani convened 120 yrs ago, 1st luxury hotel of Odisha by Oberoi group at Gopalpur 90 years ago, first sugar factory of Asia was in Ganjam. Where is Ganjam now?
7
33
4
78
3,054
ନାରଣ ମାଷ୍ଟ୍ରେ retweeted
What a morally bankrupt country we live in, driven more by emotion than reason. A man, who wasn’t a nominee in his sister’s bank account, tried to withdraw money after she passed away. The bank asked for a death certificate or nominee proof, which is standard. Instead of following the process, he brought her skeleton to the bank. Now the whole country is trolling and shaming the bank people. Funny how no one wants to follow rules. A system doesn’t run on emotions, it runs on rules. But in India, people often choose emotion over process.
292
706
69
3,807
189,328
ନାରଣ ମାଷ୍ଟ୍ରେ retweeted
Public Notice issued for correction of English spellings of place names in line with Odia pronunciation. This has been reviewed by a committee chaired by Padma Bhushan awardee Dr. Pratibha Ray. Cuttack → KATAKA Angul → ANUGOLA Pallahara → PALALAHADA Bolangir → BALANGIR Bangamunda → BANGOMUNDA Balasore → BALESHWAR Nilgiri → NILAGIRI Bargarh → BARAGADA Rajborasambar → RAJBODASAMBAR Bonth → BANTA Athagarh → ATHAGADA Salipur → SALEPUR Baramba → BADAMBA Deogarh → DEBAGADA Reamal → RIAMAL Berhampur → BRAHMAPUR Hinjilicut → HINJILIKATU Aska → ASIKA Surada → SORADA Dasarathpur → DASHARATHPUR Dharmasala → DHARMASHALA Belpahar → BELPAHAD Dharamgarh → DHARMAGADA Junagarh → JUNAGAD Jaipatna → JAYAPATANA Lanjigarh → LANJIGADA Bhawanipatna → BHABANIPATANA Khondmal, Phulbani → KANDHAMAL Kendrapara → KENDRAPADA Aul → AALI Mahakalapara → MAHAKALAPADA Keonjhar → KENDUJHAR Barbil → BADABIL Keonjhargarh → KENDUJHARGADA Khurda → KHORDHA Bolagarh → BOLAGADA Banpur → BANAPUR Jatni → JATANI Jeypore → JAYAPUR Podia → PADIA Betnoti → BETANATI Samakhunta → SHAMAKHUNTA Moroda → MORADA Rasgovindpur → RASAGOBINDAPUR Panchpir → PANCHAPIDHA Nayagarh → NAYAGADA Daspalla → DASHAPALLA Khariar → KHADIAL Rairakhol → REDHAKHOL Sonepur → SONPUR Binka → BINIKA Sundargarh → SUNDARAGADA Bonaigarh → BONAIGADA Koira → KOIDA Lephripara → LEPHRIPADA Subdega → SABDEGA Bargaon → BADAGAN Lahunipara → LAHUNIPADA
47
53
7
293
19,362
ନାରଣ ମାଷ୍ଟ୍ରେ retweeted
କାମଧନ୍ଦା ଆଉ କିଛି ନାହିଁ ଏମାନଙ୍କର ! ସ୍କିମ୍ ବାହାର କରୁନା ଯେମିତି 21 ବର୍ଷ ହେଲା ବେଳକୁ ଝିଅଟି ସ୍ୱାବଲମ୍ବୀ ହୋଇ ସ୍ୱାଭିମାନର ସହ ବଞ୍ଚିପାରିବ !
#ଖୁଵ୍‌_ଶୀଘ୍ର_କନ୍ୟା_ସୁମଙ୍ଗଳ_ଏସ୍‌ଓପି: ପ୍ରଭାତୀ -ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି -ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା -‘ଏସ୍‌ଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ’ -‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ତା ଖାତାକୁ ସରକାର ଟଙ୍କା ପଠାଇବେ’ -‘୨୧ ବର୍ଷ ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ’ #KanyaSumangalaYojana #MukhyamantriKanyaSumangalaYojana #OdishaGovernment #PravatiParida #OTV
4
8
59
1,488
ନାରଣ ମାଷ୍ଟ୍ରେ retweeted
a breathtaking aerial glimpse of Odisha’s vibrant Dola Yatra traditions.
10
373
7
3,079
46,738
ନାରଣ ମାଷ୍ଟ୍ରେ retweeted
କିଛି ଏମିତି ଥାଏ - "ହେ ଶଳା...ଆଉ ଏ ଫିଲିମ ଫିଲିମ ଦେଖିବିନି। କିଛି ହବନି ୟା ଙ୍କ ଦ୍ୱାରା। Basic ଜିନିଷ ଗୁଡା ଜାଣିପାରୁନାହାନ୍ତି। କଣ ଇଏ ଫିଲ୍ମ କରିବେ!!! " ଗୋଟେ ନିରାଶାର ବାଦଲ ଢାଙ୍କି ହେଇଯାଏ ମନ ଭିତରେ। ପଇସା ବରବାଦ କରିବାର ଗୋଟେ ବିରକ୍ତି ଭାବବି ଆସେ 😭😁। ହେଲେ 'ବର ବଧୂ' ଭଳିଆ ଫିଲ୍ମ ଦେଖିବା ପରେ ମନରେ ଗୋଟେ ଆଶା ...
1
2
22
762
ନାରଣ ମାଷ୍ଟ୍ରେ retweeted
ଚିତଳପୁର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଏକ ବଡ଼ ଗ୍ରାମପୁଞ୍ଜ l ବହୁ ମନ୍ଦିର ଓ ମଠକୁ ନେଇ ସମୃଦ୍ଧ ଏହି ଗ୍ରାମ ସ୍ତମ୍ଭେଶ୍ୱରୀ /ଖମ୍ବେଶ୍ୱରୀ ପୂଜାର ଏକ ପ୍ରମୁଖ ପୀଠ l ଏଠାକାର 10 ଖମ୍ବ ମଣ୍ଡପରେ ମା ସ୍ତମ୍ଭେଶ୍ଵରୀ ଏକ ଛୋଟ ମନ୍ଦିର ଭିତରେ ପୂଜା ପାଉଛନ୍ତି l ସେ ମଧ୍ୟ ଏକ ସ୍ତମ୍ଭ ରୂପରେ ବିରାଜମାନ l 1/n
Replying to @narayanatweets
ହିନ୍ଦୋଳ ରାଜବାଟି ସେ ଇତିହାସର ମୂକ ସାକ୍ଷୀ ରୂପେ ଦଣ୍ଡାୟମାନ l କିନ୍ତୁ ସେଇ ରାଜବାଟି ଆବଶ୍ୟକ କରୁଛି କିଛି ସରକାରୀ ପୃଷ୍ଠପୋଷକତା l ଏକ ଐତିହାସିକ ପର୍ଯ୍ୟଟନସ୍ଥଳୀ ରୂପେ ଅନେକ ସୁଯୋଗ ସୃଷ୍ଟି କରିପାରିବ ବୋଲି ଆଶା l ରାଜାଙ୍କୁ ଧନ୍ୟବାଦ ଦେଇ ଆଗକୁ ଚାଲିଲୁ l ଆମର ପରବର୍ତ୍ତୀ ଲକ୍ଷ୍ୟ ସ୍ଥଳ ଚିତଳପୁର ଗ୍ରାମର ଦଶ ଖମ୍ବ ମଣ୍ଡପ l 7
2
10
60
2,661