OdishaDiaries (@OdishaDiaries) header
OdishaDiaries (@OdishaDiaries) profile picture

📢 ଜନସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇ ସମାଧାନ କରିବା ଆମର ଲକ୍ଷ୍ୟ । 🤝 🌱 ଓଡ଼ିଶାର ବିକାଶ ପାଇଁ ଆମର ନିରନ୍ତର ପ୍ରୟାସ । 🏛️✨ ​#OdishaDiaries #Odisha #PublicVoice 🇮🇳

Bhubaneswar, Odisha
Joined August 2017
Photo by OdishaDiaries (@OdishaDiaries)Photo by OdishaDiaries (@OdishaDiaries)Photo by OdishaDiaries (@OdishaDiaries)Photo by OdishaDiaries (@OdishaDiaries)Photo by OdishaDiaries (@OdishaDiaries)Photo by OdishaDiaries (@OdishaDiaries)Photo by OdishaDiaries (@OdishaDiaries)Photo by OdishaDiaries (@OdishaDiaries)Photo by OdishaDiaries (@OdishaDiaries)Photo by OdishaDiaries (@OdishaDiaries)
ଅବହେଳା କରିଥିବା ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ। @UpasnaMohapatra @RDOdisha @SecyChief @dm_puri @DJ_dibyajyoti @RabiNaikBJP @CMO_Odisha @MohanMOdisha @PMOIndia
4
5
36
OdishaDiaries retweeted
କାକଟପୁର ବ୍ଲକ କାକଟପୁର ଗ୍ରାମ ପଞ୍ଚାୟତ ଅଧିନ ମୂଳାଗଡ଼ ସବରେଜିଷ୍ଟର କ୍ଵାଟର ପାଖରେ VB-G RAM G ଯୋଜନାରେ Construction of road from kakatpur konark main road to quarter.କାର୍ଯ୍ୟର ଦୁର୍ନୀତି ଉପରେ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ|@CMO_Odisha @SecyChief @PRDeptOdisha @dm_puri @ZPpuri
1
1
35
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ରାଜସ ପଞ୍ଚାୟତ/ଗ୍ରାମର ପ୍ରମିଳା ଦେଇ ବୟସ-୬୧ ଏବଂ ବିଧବା ହେଲେ ମଧ୍ୟ ତାଙ୍କ ଭତ୍ତା ଏ ପର୍ଯ୍ୟନ୍ତ ହୋଇନାହିଁ, ଏହି ଭତ୍ତାଟିକୁ ଅନୁମୋଦନ କରିବାକୁ ବିନମ୍ର ଅନୁରୋଧ ?? @SSEPD2 @DSSOKHORDHA2 @DMKhordha @NityanandaBJP @BBalipatna @rs_gopalan @state_scpd
3
7
22
992
ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୨୪ରୁ ଦୁଇଦିନିଆ ପୀର ଜାହାନିଆ ବାଲି ଯାତ୍ରା, ଏ ପର୍ଯ୍ୟନ୍ତ ବସିଲାନି ପ୍ରସ୍ତୁତି ବୈଠକ, ସାର୍ବଜନୀନ ହେଉନି ଟେଣ୍ଡର । Kindly examine the issue and take prompt action.@CMO_Odisha @dept_ga @homeodisha @rdmodisha @Food_Odisha @FS_Odisha @dm_puri @SPPuri1 @prsprateek @JanaSunani
3
4
5
134
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ସରକାର ବଦଳିଲା, କୁଡ଼ିଆ ବଦଳିଲାନି । ଆବାସ ଯୋଜନା କାହା ପାଇଁ? ଜନଶୁଣାଣି ପାଲଟିଛି ଦରଖାସ୍ତ ସଂଗ୍ରହ କେନ୍ଦ୍ର । This matter deserves immediate attention from the concerned authorities. @CMO_Odisha @PRDeptOdisha @dept_ga @dm_puri @ZPpuri @AstarangaBdo
1
1
4
50
ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଆ ଅସ୍ମିତା ଓ ଜନକଲ୍ୟାଣ ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ଅଧିକାରୀଙ୍କ ଅବହେଳାରୁ ତୃଣମୂଳ ସ୍ତରରେ ବାଟମାରଣା ହେଉଛି । ଅସ୍ତରଙ୍ଗ ଅଞ୍ଚଳରେ ଆଶ୍ରୟସ୍ଥଳୀରେ ଭୋଜିଭାତ ଅଭିଯୋଗର ତଦନ୍ତ କରି ଦାୟୀ ଅଧିକାରୀଙ୍କୁ ଜବାବଦେହୀ କରାଯାଉ । ​#CycloneAkvan @CMO_Odisha @rdmodisha @SRC_Odisha @dm_puri
4
5
6
211
ବାତ୍ୟା ଆଶ୍ରୟସ୍ଥଳୀ ଅନ୍ଧାର, ସରଞ୍ଜାମ ଗାଏବ ଓ ମରାମତି ନାଁରେ ଦୁର୍ନୀତି ଅଭିଯୋଗ-ଅସ୍ତରଙ୍ଗରେ ହଜାର ହଜାର ଅଞ୍ଚଳବାସୀ ଓ ମତ୍ସ୍ୟଜୀବୀଙ୍କ ସୁରକ୍ଷା ସହ ଖେଳ କାହିଁକି? ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି । ​@CMO_Odisha @dept_ga @rdmodisha @SRC_Odisha @dm_puri #Astaranga #Puri #CycloneShelter #Odisha
3
5
9
216
ଓଡ଼ିଆ ଅସ୍ମିତାର ଅର୍ଥ କେବଳ ସ୍ଲୋଗାନ ନୁହେଁ, ଗରିବଙ୍କ ହକ୍ ସୁରକ୍ଷା କରିବା ମଧ୍ୟ! କିଛି ଅସାଧୁଙ୍କ ପାଇଁ ସରକାରଙ୍କ ଛବି କାହିଁକି ଖରାପ ହେବ? ଉଚ୍ଚସ୍ତରୀୟ ତଦନ୍ତ ଓ ଦୋଷୀଙ୍କ ଉପରେ କଠୋର ପଦକ୍ଷେପ ହେଉ । @SSEPD2 @dm_puri @PRDeptOdisha @CMO_Odisha @DssoPuri @ZPpuri @AstarangaBdo @NityanandaBJP @PravatiPOdisha
ଅସ୍ତରଙ୍ଗ ବ୍ଲକ୍ ମାଳଦା ଗ୍ରାମରେ ବୟସ ଜାଲିଆତି କରି ଅଯୋଗ୍ୟମାନେ ବେଆଇନ ଭତ୍ତା ହାତେଉଛନ୍ତି । Medical Board (Bone Ossification Test) ଜରିଆରେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । @CMO_Odisha @dept_ga @PRDeptOdisha @SSEPD2 @dm_puri @DssoPuri @AstarangaBdo @JanaSunani @ZPpuri
3
3
3
166
ଅତ୍ୟନ୍ତ ନିନ୍ଦନୀୟ! ନିମାପଡା ଆରିଷଣ୍ଢ ପଞ୍ଚାୟତର PEO ଭାରତୀ ସେଠୀଙ୍କ ଦୁର୍ବ୍ୟବହାର ଓ ଜନବିରୋଧୀ କାର୍ଯ୍ୟକଳାପ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅବଗତ କରାଗଲା। ମାନସିକ ରୋଗୀ ସୁମିତ୍ରା ବିଶ୍ୱାଳଙ୍କ ୨ ମାସର ଭତ୍ତା ଅଟକାଇବା, ଭତ୍ତା ଖାତା ଫୋପାଡ଼ିବା ଏବଂ "କିଏ ମୋର କଣ କରିବ" ବୋଲି ଧମକ ଦେବା ଅତ୍ୟନ୍ତ ନିନ୍ଦନୀୟ। ଗରିବ ଓ ଅସହାୟ ଲୋକଙ୍କ ଅଧିକାର ନେଇ ଏଭଳି ଖାମଖିଆଲି ମନୋଭାବ ଆଦୌ ବରଦାସ୍ତ କରାଯିବ ନାହିଁ। ତୁରନ୍ତ ଏହାର ସମାଧାନ ଏବଂ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ। — ପ୍ରଶାନ୍ତ ସ୍ୱାଇଁ ରାଜ୍ୟ ସମ୍ପାଦକ, ବିଜେପି କିଷାନ ମୋର୍ଚ୍ଚା, ଓଡ଼ିଶା ତଥା କୃଷକ ପ୍ରତିନିଧି, ଡି.ଏଲ୍.ପି.ସି., ପୁରୀ @dm_puri @SSEPD2 @CMO_Odisha
4
1
3
105
ଅସ୍ତରଙ୍ଗ ବ୍ଲକ୍ ମାଳଦା ଗ୍ରାମରେ ବୟସ ଜାଲିଆତି କରି ଅଯୋଗ୍ୟମାନେ ବେଆଇନ ଭତ୍ତା ହାତେଉଛନ୍ତି । Medical Board (Bone Ossification Test) ଜରିଆରେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । @CMO_Odisha @dept_ga @PRDeptOdisha @SSEPD2 @dm_puri @DssoPuri @AstarangaBdo @JanaSunani @ZPpuri
10
13
1
18
934
ଉଦ୍‌ଘାଟନକୁ ୧୦ ମାସ, ତଥାପି ଅଚଳ ବ୍ରହ୍ମପୁରର ସୁଭଦ୍ରା ଶକ୍ତି ବଜାର..!! କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି #SHG ମହିଳା ଅପେକ୍ଷାରେ । ଦାୟୀ କିଏ? କାର୍ଯ୍ୟକ୍ଷମ ହେବ କେବେ? @CMO_Odisha @dept_ga @HUDDeptOdisha @WCDOdisha @PravatiPOdisha @Ganjam_Admin #Odisha #Brahmapur #SubhadraShaktiBazar #ମହିଳାସଶକ୍ତିକରଣ
1
1
1
77
ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି: ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି...!! 🛑 ​MBC ଟିଭିରେ ପ୍ରସାରିତ ଖବର ଅନୁଯାୟୀ, ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟରେ ଖୋଲାଖୋଲି ଟଙ୍କା କାରବାର ଏବଂ ଅଧିକାରୀଙ୍କ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ଏହି ସମ୍ବେଦନଶୀଳ ଘଟଣା ସାଧାରଣ ଜନତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ​🔹 ସ୍ୱଚ୍ଛ ପ୍ରଶାସନର ପ୍ରତିଶ୍ରୁତିକୁ ଏଭଳି କିଛି ଅସାଧୁ ଅଧିକାରୀ କିପରି ମାଟିରେ ମିଶାଉଛନ୍ତି? 🔹 ସାଧାରଣ ଜନତାଙ୍କ ହକ୍ର ଟଙ୍କାକୁ ଲୁଟ୍ କରୁଥିବା ଏହି ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଏବଂ ଭିଜିଲାନ୍ସ ବିଭାଗ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ​ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥରେ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ବୋଲି ଦୃଢ଼ ଦାବି କରାଯାଉଛି । ​#ZeroTolerance #OdishaCorruption #Nimapara #RuralDevelopment #VigilanceOdisha #AntiCorruption #OdishaNews #Nimapada @CMO_Odisha @SecyChief @dept_ga @RDOdisha @RabiNaikBJP @RWDNimapara @Mausumi1991 @dm_puri @PravatiPOdisha @OdishaVigilance @JanaSunani
4
8
15
370
ନିମାପଡ଼ା ହାଟ ବଜାର ମା ଦୂର୍ଗା ମନ୍ଦିର ପାର୍ଶ୍ୱରେ ସରକାରୀ ନଳକୂପ ଟି ଅଚଳ । ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀରେ ମାଙ୍କ ପୀଠରେ ବହୁତ ଲୋକଙ୍କ ଜନସମାଗମ ହେଵ ଯୁଦ୍ଧ କାଳୀନ ଭିତ୍ତିରେ ଅଚଳ ନଳକୂପକୁ ଟିକୁ ସଚଳ କରିବା ପାଇଁ ଅନୁରୋଧ । @PRDeptOdisha @RWSS_Puri @PravatiPOdisha @JanaSunani @Nimapara_Nac @PNimapada 🙏
5
3
7
265
ଅଟକିଛି ମିଟର ରିଡିଂ,ତଣ୍ଡ ଗଣିଵେ ଗ୍ରାହକ । ଠିକା କର୍ମଚାରୀଙ୍କ ଆନ୍ଦୋଳନ,ନିରବ ଟାଟା ପାୱାର । ଏଥିପ୍ରତି ତୁରନ୍ତ ଦୃଷ୍ଟି @MohanMOdisha @CMO_Odisha @TPCentralOdisha @EnergyOdisha @KVSinghDeo1 @TataPower @SecyChief @_anugarg @dm_puri @IPR_Odisha 🙏
1
2
122
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ବଡ଼ଫେଣି ପଞ୍ଚାୟତ ବଡ଼ସାତଶୋଳ ଗାଁର ଇତି ମୁର୍ମୁ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ @DM_Mayurbhanj ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ନିବେଦନ। @CMO_Odisha @MohanMOdisha @SMEOdisha @OSEPA_Official @NityanandaBJP
1
7
14
223
Hon’ble Sir, I request you tokindly review this matter and take necessary action. @GovernorOdisha @CMO_Odisha @PMOIndia @PRDeptOdisha @rdmodisha @PCDept_Odisha @OfficialTeamATA @SecyChief @RDOdisha @PWD_Odisha @IPR_Odisha @DM_Bhadrak
5
10
133
ଅସ୍ତରଙ୍ଗ ନୂଆଗଡ଼ ଦୂଧିଆ ପଡ଼ାରେ ବିପଦସଙ୍କୁଳ 11KV ତାର ହଟାଇ 63KVA ଟ୍ରାନ୍ସଫର୍ମର ଓ AB କେବୁଲ୍ ସଂଯୋଗ କରାଯାଉ। ଫେବୃଆରୀ ୧ ସୁଦ୍ଧା କାମ ନହେଲେ ଗ୍ରାମବାସୀ ଙ୍କ ନେତୃତ୍ୱରେ ଅହୋରାତ୍ର ଆନ୍ଦୋଳନ! ହେବ @CMO_Odisha @MohanMOdisha @MohanMOdisha @SecyChief @EnergyOdisha @dm_puri @PradeepJenaIAS @KVSinghDeo1
1
2
3
374
ଉଜ୍ୱଳ ଶ୍ରୀକ୍ଷେତ୍ର ପୁରୀ ସହରର ଶ୍ରୀସେତୁ ନିକଟ ରାସ୍ତା ମଝିରେ ଲାଗିଥିବା ଅନେକ ଲାଇଟ ଜଳୁନାହିଁ। ଯାହା ଫଳରେ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନ୍ଧକାର ହେବା ଫଳରେ ଜନସାଧାରଣଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଅଛି। ବିଭାଗୀୟ ଅଧିକାରୀ ଧ୍ୟାନ ଦିଅନ୍ତୁ। @puriulb @dm_puri @HUDDeptOdisha @SecyChief @CMO_Odisha
4
11
28
754