UMESH BISHI YADAV (@UmeshBisi) header
UMESH BISHI YADAV (@UmeshBisi) profile picture

#Social_worker #Jay_Yadav_Jay_Madhab #Jay_Shree_Krishna #Jay_Maa_Samalei ଜୀବନ ଥିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଲଢେଇ ଜାରି ରହିବ ।

Loisingha,Balangir,Odisha
Joined October 2014
Photo by UMESH BISHI YADAV (@UmeshBisi)Photo by UMESH BISHI YADAV (@UmeshBisi)Photo by UMESH BISHI YADAV (@UmeshBisi)Photo by UMESH BISHI YADAV (@UmeshBisi)Photo by UMESH BISHI YADAV (@UmeshBisi)Photo by UMESH BISHI YADAV (@UmeshBisi)Photo by UMESH BISHI YADAV (@UmeshBisi)Photo by UMESH BISHI YADAV (@UmeshBisi)Photo by UMESH BISHI YADAV (@UmeshBisi)Photo by UMESH BISHI YADAV (@UmeshBisi)
ପାନୀୟଜଳ ନା ବିଷ ? ପାଣି ନା ଡ୍ରେନପାଣି ? #ବଲାଙ୍ଗୀର ଜିଲ୍ଲା #ପାଟଣାଗଡ ଏନ୍ ଏ ସି HDFC ବ୍ୟାଙ୍କ ସମ୍ମୁଖ #ରାମପୁର ରେ ଥିବା ଏହି ନଳକୂଅ ରେ ବାହାରୁଛି କଳାରଙ୍ଗର ପାଣି।ଦୟାକରି ପରିଦର୍ଶନ କରି ତଦନ୍ତକରି ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ। @CMO_Odisha @Patnagarh_NAC @HUDDeptOdisha @CollectorBgr
3
99
UMESH BISHI YADAV retweeted
Attached for your kind information on the grievance raised.
1
1
2
44
UMESH BISHI YADAV retweeted
ମାନ୍ୟବର @CollectorBgr ମହୋଦୟ, ଦୟାକରି ଏହି ରାସ୍ତାର ସମସ୍ୟାକୁ ଗୁରୁତ୍ୱର ସହ ନେଇ ଯଥାଶୀଘ୍ର ମରାମତି କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ। ରାସ୍ତାର ଦୁରବସ୍ଥା ଯୋଗୁଁ ସାଧାରଣ ଲୋକ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। @CMO_Odisha @PRDeptOdisha @RDOdisha @RabiNaikBJP
1
5
86
The Pathani Samanta Mathematics Scholarship Test (PMST) online application submission date is now extended upto 30.11.2026 #BSE_Odisha #PMST
8
52
4,026
#ବଲାଙ୍ଗୀର ଜିଲ୍ଲା #ବେଲପଡା ବ୍ଲକ #ଖଲିପଥର ପି.ଏଚ.ସି.ରେ ଅବ୍ୟବସ୍ଥା।ବିଜୁଳି,ପାଣି,ଫ୍ରିଜ୍,ଅନ୍ୟାନ୍ୟ ଆସବାବପତ୍ର ନାହିଁ।ରେଷ୍ଟ୍ ରୁମ୍ ନାହିଁ।ତେଣୁ PHC ଠିକ ଭାବରେ ଖୋଲୁନାହାନ୍ତି।ସବୁଦିନ ଅପରାହ୍ନ ୩ ରୁ ୫ ବନ୍ଦ ରହୁଛି।ଦୟାକରି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଅନୁରୋଧ।@CMO_Odisha @HFWOdisha @MahalingMukesh @CollectorBgr
1
10
217
UMESH BISHI YADAV retweeted
ଖଲିପଥର PHCରେ ଦୀର୍ଘଦିନ ଧରି ଲାଗିରହିଥିବା ଅବ୍ୟବସ୍ଥାର ସୁଧାର ଦାବିରେ CDMO ବଲାଙ୍ଗିରଙ୍କୁ ଦାବିପତ୍ର ପ୍ରଦାନ।ସ୍ୱାସ୍ଥ୍ୟସେବା ଲୋକଙ୍କ ମୌଳିକ ଅଧିକାର। ତୁରନ୍ତ ସମସ୍ୟାର ସମାଧାନ କରି ଉନ୍ନତ ଚିକିତ୍ସାସେବା ଯୋଗାଇ ଦିଆଯାଉ। @CMO_Odisha @HFWOdisha @MahalingMukesh @CollectorBgr @CdmoBalangir @balangir_cdmo
1
8
168
#ପ୍ରତିଶ୍ରୁତି_ମିଳିଛି କିନ୍ତୁ #Wheelchair ଓ #commodchair ର ଦେଖାନାହିଁ।କେବେ ମିଳିବ ? #ବଲାଙ୍ଗୀର ଜିଲ୍ଲା #ପାଟଣାଗଡ଼ ବ୍ଲକ #ତେଣ୍ଡାପଦର ଗ୍ରାପ #ବାବେଜୁରି ଗ୍ରାମ ର #ଶିଖା_ଠାକୁର ଅପେକ୍ଷା କରି ଚାହିଁ ରହିଛନ୍ତି।ଦୟାକରି ପ୍ରଦାନ କରିବାକୁ ଅନୁରୋଧ। @SSEPD2 @SsepdB @BssoPatnagarh @CMO_Odisha @CollectorBgr
2
162
#ବଲାଙ୍ଗୀର ଜିଲ୍ଲା #ଟିଟିଲାଗଡ ମ୍ୟୁନିସିପାଲଟି ଅନ୍ତର୍ଗତ #କଟକିଆ_ପଡ଼ା ଏହି ଜାଗାକୁ ଦେଖନ୍ତୁ ଯେଉଁଠି ଦେଖିବେ ପଡ଼ି ରହିଛି ଗଦାଗଦା ଜଗଡା।ଦୟାକରି ତୁରନ୍ତ ସଫା ନିମନ୍ତେ ପଦକ୍ଷେପ ନେବାକୁ @TtgMunicipality ର ଅଧିକାରୀ ଙ୍କୁ ବିନମ୍ର ଅନୁରୋଧ। @CMO_Odisha @CollectorBgr @HUDDeptOdisha @TigSDM @SecyChief
2
1
5
238
ଏବେ ପର୍ଯ୍ୟନ୍ତ ତ ସଫା ହୋଇନାହିଁ।ଦେଖାଯାଉ ଏହି ଦୁଇଟି ଜାଗା କେତେବେଳେ ସଫା ହେଉଛି। @TtgMunicipality
32
UMESH BISHI YADAV retweeted
रसोई को दें हल्केपन की नई ताकत! पेश है Bharatgas Lite ZIP — 50% हल्का, सुरक्षित और सुविधाजनक। - 4 घंटे में डिलीवरी - तुरंत नया कनेक्शन HelloBPCL App से आसानी से ऑर्डर करें। #Bharatgas #BharatgasLiteZIP @BPCLimited @PetroleumMin @BPCLLPG
3
7
8
1,421
ଆମ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ boundary wall ନାହିଁ, ଯାହା ଫଳରେ ଶିଶୁମାନଙ୍କ ସୁରକ୍ଷାରେ ବଡ଼ ସମସ୍ୟା ହେଉଛି। ଏହି କାରଣରୁ ଆପଣଙ୍କୁ ନମ୍ର ଅନୁରୋଧ କରୁଛି ଯେ ଶିଘ୍ର ଏହି କେନ୍ଦ୍ରରେ boundary wall ନିର୍ମାଣ ପାଇଁ ପ୍ରୟୋଜନୀୟ ବ୍ୟବସ୍ଥା କରାଯାଉ। @CMO_Odisha @PRDeptOdisha @WCDOdisha @CollectorBgr @JanaSunani
2
5
1
19
408
UMESH BISHI YADAV retweeted
#PMAY(G) ଓ #ଅନ୍ତର୍ଦୟ_କାର୍ଡ #ବଲାଙ୍ଗୀର ଜିଲ୍ଲା #ପାଟଣାଗଡ ବ୍ଲକ #ଡାଙ୍ଗବାହାଲ ଗ୍ରାମର ମା ବାପାଙ୍କୁ ହରାଇ ଜେଜେମା ଭରସାରେ ଥିବା #ଝିଲି #ମିଳି_ବାରିକ ଦୁଇ ଭଉଣୀ ଙ୍କ ଦୁଃଖକୁ ଶୁଣି #ଉପଜିଲ୍ଲାପାଳ ମହୋଦୟ #ଆବାସଯୋଜନା ଓ #ଅନ୍ତର୍ଦୟକାର୍ଡ ପ୍ରଦାନ ନିମନ୍ତେ ଚିଠି ଲେଖିଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇ
2
3
11
165
UMESH BISHI YADAV retweeted
ସମ୍ବଲପୁରର ଜି.ଏମ୍. ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍‌ଠାରେ UPMP ପୋର୍ଟାଲ୍‌ର ଶୁଭାରମ୍ଭ ଓ ମଧୁବାବୁ ପେନ୍‌ସନ୍ ଯୋଜନାର ସାଚୁରେସନ୍ ମୋଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ଉପସ୍ଥିତିରେ ୧,୨୦୦ ନୂତନ ହିତାଧିକାରୀଙ୍କୁ ଦୁଇ ମାସର ଭତ୍ତା ପ୍ରଦାନ କରାଯାଇଛି। #SSEPD #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered #PensionSaturation #UPMP #UnifiedPensionManagementPortal #SocialSecurity #OdishaGovt #DigitalOdisha #PensionForAll #Sambalpurdistrict #PensionReform #OdishaDevelopment #PensionReceived #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @RabiNaikBJP @Drbrindhadeva1 @brindhaselva @siepodisha @state_scpd @DmSambalpur @dssosamb @MSJEGOI @IPR_Odisha
4
10
893
UMESH BISHI YADAV retweeted
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଜି ବାଲେଶ୍ୱର ଠାରେ UPMP (upmp.odisha.gov.in) ପୋର୍ଟାଲ ର ଶୁଭ ଉଦଘାଟନ ସହ ୫,୦୫,୮୧୭ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରି କରାଯାଇଛି ଏବଂ କାର୍ଯ୍ୟକ୍ରମରେ କିଛି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭତ୍ତା ପ୍ରଦାନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାଂସଦ, ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ବିଧାୟକବୃନ୍ଦ ଉପସ୍ଥିତ ରହିଥିଲେ । #SSEPD #PensionForAll #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered #PensionSaturation #UPMP #UnifiedPensionManagementPortal #SocialSecurity #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @PravatiPOdisha @Drbrindhadeva1 @brindhaselva @MSJEGOI @siepodisha @state_scpd @IPR_Odisha
2
4
1
33
8,539
ପ୍ରିୟ ଗ୍ରାହକ, ଆମ ଟିମ୍ ଦ୍ୱାରା କରାଯାଇଥିବା ଯାଞ୍ଚ ଅନୁସାରେ ଆପଣଙ୍କ ବିଦ୍ୟୁତ୍ କେବୁଲ୍ ବଦଳାଇବା ଆବଶ୍ୟକ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଆପଣ ନିକଟସ୍ଥ ସେକ୍ସନ୍ ଅଫିସ୍ ରେ ଯୋଗାଯୋଗ କରିବାକୁ ଅନୁରୋଧ। ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ ।
1
1
67
ସମସ୍ତଙ୍କୁ ଦୀପାବଳୀ ର ଶୁଭେଚ୍ଛା ଦୁଃଖ ର ବିଷୟ ଏତେ ବଡ଼ ପର୍ବ ରେ #ବଲାଙ୍ଗୀର ଜିଲ୍ଲା #ଘଷିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାମ କରୁଥିବା ମହିଳା ସ୍ବାସ୍ଥ୍ୟକର୍ମୀ ଙ୍କୁ Puja Advance ତ ଦୂରର କଥା ଠିକ୍ ସମୟରେ ନିଜର #ଦରମା ମିଳିନାହିଁ। @CdmoBalangir @CollectorBgr @HFWOdisha @MahalingMukesh @CMO_Odisha
3
192
UMESH BISHI YADAV retweeted
ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା, ଆବେଦନର ପରବର୍ତ୍ତୀ ମାସରୁ ମିଳିବ ପେନସନ୍ - ୫,୦୫,୮୧୭ ଯୋଗ୍ୟ ହିତାଧିକାରୀ ଅକ୍ଟୋବର ମାସରୁ ପାଇବେ ଭତ୍ତା। - ନଭେମ୍ବର ୧୦ ତାରିଖରେ ବାଲେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ। - ନୂତନ ବ୍ୟବସ୍ଥା ଅନୁଯାୟୀ, ଆବେଦନର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା। - ବିଡିଓଙ୍କ କାର୍ଯ୍ୟାଳୟ କିମ୍ବା upmp.odisha.gov.in ପୋର୍ଟାଲ୍‌ରେ ସିଧାସଳଖ ଆବେଦନ କରିପାରିବେ - ୮୦ ବର୍ଷ ବୟସ ପରେ ବିନା ପୁନଃ ଆବେଦନରେ ମିଳିବ ବର୍ଦ୍ଧିତ ଭତ୍ତା #PensionForAll #MadhuBabuPensionYojana #SocialSecurity #SSEPD #Odisha #VikshitOdisha #OdishaCares #UPMP #MBPY #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #ସାମାଜିକସୁରକ୍ଷା #ସମସ୍ତଙ୍କପାଇଁଭତ୍ତା #ଲୋକଙ୍କସରକାର #PromiseDelivered #PensionForAll #NoMoreWaiting #PensionSaturation #UPMP #UniversalCoverage #TimelyPension #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @Drbrindhadeva1 @brindhaselva @MSJEGOI @siepodisha @state_scpd @IPR_Odisha
22
34
2
165
87,761