Tarun Kumar Jena (@tarunkumar94464) profile picture
Baliapal
Joined November 2024
Photo by Tarun Kumar Jena (@tarunkumar94464)Photo by Tarun Kumar Jena (@tarunkumar94464)Photo by Tarun Kumar Jena (@tarunkumar94464)Photo by Tarun Kumar Jena (@tarunkumar94464)Photo by Tarun Kumar Jena (@tarunkumar94464)Photo by Tarun Kumar Jena (@tarunkumar94464)Photo by Tarun Kumar Jena (@tarunkumar94464)Photo by Tarun Kumar Jena (@tarunkumar94464)Photo by Tarun Kumar Jena (@tarunkumar94464)Photo by Tarun Kumar Jena (@tarunkumar94464)
Tarun Kumar Jena retweeted
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହି ଜଗାବଳିଆ ଲଜ ପାଖ ଖୁଣ୍ଟିର ଏହି ଲାଇଟ ଆଜକୁ ଚାରି ମାସ ହେବ ଜଳୁନାହିଁ। ଯାହାଫଳରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନଦିଅନ୍ତୁ। @puriulb @dm_puri @HUDDeptOdisha @CMO_Odisha @ushapadhee1996
2
7
1
20
525
Tarun Kumar Jena retweeted
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ପେଣ୍ଠକଟା ଧୋବାଖାଲ ହରଚଣ୍ଡୀ ବସ୍ତି ମମତା ରାଉତଙ୍କ ଘର ସାମ୍ନା ଏହି ଖୁଣ୍ଟିର ଲାଇଟ ଆଜକୁ ଚାରିମାସ ହେବ ଜଳୁନାହିଁ। ଯାହାଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ। @puriulb @CMO_Odisha @SPPuri1 @ushapadhee1996 @dm_puri
1
1
4
265
Replying to @CMO_Odisha
@CMO_Odisha @MohanMOdisha @SecyChief @PradeepJenaIAS @PravatiPOdisha @Vijaykulange @_anugarg @DMBaleshwar #ବାଲେଶ୍ୱର_ଜିଲ୍ଲାପାଳଙ୍କୁ_ଟ୍ୱିଟରରେ (X)ରେ ବାଲେଶ୍ବରବାସୀଙ୍କ ଅଭିଯୋଗର ଉତ୍ତର ଦେଉନାହାନ୍ତି ।ତୁରନ୍ତ ସକ୍ରିୟ ରହି ଲୋକଙ୍କ ଅଭିଯୋଗର ସମାଧାନ କରିବାକୁ ଜିଲ୍ଲାବାସୀଙ୍କ ନିବେଦନ 🙏🏻#CollectorBaleshwar – at Jaleswar, India
2
2
4
58
Replying to @CMO_Odisha
@CMO_Odisha @MohanMOdisha @SecyChief @PRDeptOdisha @HUDDeptOdisha @DMBaleshwar ସାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗ୍ରାମ:ପ ପାଣିଷଣ୍ଡା,ଗ୍ରାମ-ସୁଖଷଣ୍ଡା,ୱାର୍ଡ ନଂ-୭ ରେ Street Light ସଂଯୋଗ କରାଯାଇ ନ ଥିବାରୁ ଦୁର୍ଘଟନା ସହିତ ଅନ୍ୟାନ୍ୟ ମାରାତ୍ମକ ସମସ୍ୟା ଭୋଗୁଛନ୍ତି।Plz look #Bhograi
1
2
2
37
Replying to @CMO_Odisha
@CMO_Odisha @MohanMOdisha @SecyChief @_anugarg @PradeepJenaIAS @mvsuryawanshi @DMBaleshwar ବାଲେଶ୍ୱର ଜିଲ୍ଲାପାଳଙ୍କୁ ଲୋକଙ୍କ ଅଭିଯୋଗର ଉତ୍ତର ଦେବାକୁ ଦାବି କରୁଛନ୍ତି ବାଲେଶ୍ବର ଜିଲ୍ଲାବାସୀ। ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। #Collector #Baleswar #Cmoodisha #Virelpost – at Jaleswar, India
7
10
1
33
537
Tarun Kumar Jena retweeted
ମାନ୍ୟବର @CMO_Odisha ଓ @DGPOdisha @odisha_police ଙ୍କୁ ଅନୁରୋଧ 🙏Odisha Police CCTNS Citizen Portalରେ Lost Property Registration ସମୟରେ Text Box Character Limit କମ୍ ଥିବାରୁ ନାଗରିକମାନେ ସମ୍ପୂର୍ଣ୍ଣ ଅଭିଯୋଗ ଲେଖିବାରେ ଅସୁବିଧା ଭୋଗୁଛନ୍ତି🙏 #OdishaPolice #CCTNS #DigitalOdisha #CitizenServices
13
8
1
11
311
Tarun Kumar Jena retweeted
Replying to @CMO_Odisha
@CMO_Odisha @KVSinghDeo1 @MahalingMukesh @CollectorBgr 🔹ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ କୁଟାସିଙ୍ଗା ଗ୍ରାମର ଡମ୍ବରୁଧର ମେହେର ଜଣେ ୮୦% ଶାରୀରିକ ଭିନ୍ନକ୍ଷମ। 🔹ତାଙ୍କୁ ଦୈନନ୍ଦିନ ଜୀବନ ଓ ଯାତାୟାତ ପାଇଁ ଏକ ବ୍ୟାଟେରୀ ସାଇକେଲ ନିହାତି ଜରୁରୀ। (୧/୨)
2
4
9
150
Tarun Kumar Jena retweeted
🔹ବାରମ୍ବାର ପ୍ରଶାସନର ଗୁହାରି ସତ୍ତ୍ୱେ କାହାରି ଦୃଷ୍ଟି ପଡ଼ୁନଥିବା ଅଭିଯୋଗ ହେଉଛି। 🔹ଜଣେ ଦିବ୍ୟାଙ୍ଗ ନାଗରିକଙ୍କୁ ଏଭଳି ଅବହେଳା କାହିଁକି ? 🔹ତାଙ୍କୁ ଅବିଳମ୍ବେ ବ୍ୟାଟେରୀ ଚାଳିତ ସାଇକେଲ ଯୋଗାଇ ଦେବା ସହ ତାଙ୍କୁ ସ୍ୱାବଲମ୍ବୀ ଜୀବନ ଜିଇଁବାର ସୁଯୋଗ ପ୍ରଦାନ କରନ୍ତୁ। @DSsepd @SsepdB @SSEPD2 @BdoDuduka (୨/୨)
1
1
3
59
Tarun Kumar Jena retweeted
Replying to @CMO_Odisha
@CMO_Odisha @KVSinghDeo1 @TPWesternOdisha @DM_Subarnapur #ବିନିକା ବ୍ଲକ #ମେଘଳା ପଞ୍ଚାୟତ #ବରପଦର ଗାଁ ମୁଣ୍ଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିପଟେ ତୁରନ୍ତ ପାଚେରୀ ନିର୍ମାଣ କରାଯାଉ। ଅନ୍ୟଥା କୌଣସି ଦୈବୀ ଦୁର୍ଘଟଣା ଘଟିପାରେ।
3
3
8
180
Tarun Kumar Jena retweeted
ଦୀର୍ଘଦିନ ଧରି ଅଚଳ ନଳକୂପ, ପାଣି ପାଇଁ ହନ୍ତସନ୍ତ ଲୋକେ। ପ୍ରାୟ ୫୦–୭୦ ଜଣ ଲୋକ ନିର୍ଭର କରୁଥିବା ନଳକୂପରୁ ଆସୁନି ପାଣି। ତୁରନ୍ତ ମରାମତି ପାଇଁ ଦାବି। ଡିହସାହି, କାଏମା (କନପୁର) ପଞ୍ଚାୟତ, ରାଜକନିକା, କେନ୍ଦ୍ରାପଡ଼ା। @CMO_Odisha @dmkendrapara @BDORajkanika @RWSS_kendrapara @RWSS_Odisha @PRDeptOdisha
4
9
1
14
227
Tarun Kumar Jena retweeted
ଝାରସୁଗୁଡ଼ା ଜିଲ୍ଲା ଲେଖନପୁର ତହସିଲ ଅଧିନ ଗୌଡ଼ପଡ଼ା ଗ୍ରାମବାସୀଙ୍କୁ ଖଣି ପାଇଁ ବିକାଶ ପହଞ୍ଚିପାରୁ ନାହିଁ। ପାନୀୟଜଳ ଓ ଶୌଚାଳୟ ସୁବିଧା ମିଳୁନାହିଁ। ଏଥିପ୍ରତି ଜିଲ୍ଲା ପ୍ରଶାସନ @dm_jharsuguda ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। @CMO_Odisha @MohanMOdisha @PRDeptOdisha @RWSS_Jharsuguda @SecyChief
5
10
92
ଯଥାଶୀଘ୍ର କଳାମାଟି ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ସୁବିଧା ଆରମ୍ଭ ସହ ଚିପିଲିମା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ତୁରନ୍ତ ଏକ ସ୍କୁଲ ବସ ଯୋଗେଇଦେବା ପାଇଁ ମାନନିୟ @DmSambalpur ଙ୍କୁ ଅନୁରୋଧ । @PRDeptOdisha @SMEOdisha @RabiNaikBJP @NityanandaBJP @dpradhanbjp @MohanMOdisha @CMO_Odisha.
3
4
60
Tarun Kumar Jena retweeted
Replying to @CMO_Odisha
@CMO_Odisha @MohanMOdisha @SecyChief @PWD_Odisha @RDOdisha @dm_jajpur @Jajpurmun @PWD_Jajpur Kindly look into this matter and take necessary steps
1
3
31
Tarun Kumar Jena retweeted
Respected @CMRF_Odisha Sir, please kindly look into this matter and take necessary action @CMO_Odisha @HFWOdisha @nhmodisha @districtadmndkl @MahalingMukesh @AyushmanNHA @MoHFW_INDIA
3
6
108
Tarun Kumar Jena retweeted
ବିପଦସଂକୁଳ ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଛି ଶିଶୁଙ୍କ ପାଠପଢ଼ା ଶିଶୁଙ୍କ ସୁରକ୍ଷାକୁ ନେଇ ଚିନ୍ତା, ତୁରନ୍ତ ମରାମତି ଦାବି। ଟମକା – ସୁକିନ୍ଦା, ଯାଜପୁର, ଓଡ଼ିଶା @CMO_Odisha @WCDOdisha @dm_jajpur @SecyChief
2
4
72
Tarun Kumar Jena retweeted
Handing over of key to AWC worker at Dimiripankal Badasindhaba GP @CDO_ZP_GJP @DM_Gajapati @CMO_Odisha @PRDeptOdisha
2
5
242
Tarun Kumar Jena retweeted
Replying to @DMBaleshwar
@DMBaleshwar @tpnodl_odisha @OPTCL_Odisha @EnergyOdisha ସାର୍ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଶୁଣୁ ନାହାନ୍ତି Tpndl ଅଧିକାରୀ ନାହାଁନ୍ତି ବୋଧେ
2
2
3
71