Adarsh Dash retweeted
ଗୋପ ବ୍ଲକ୍ ନାଗପୁର ଜିପିର ନେତପୁର ଗ୍ରାମର ବିଧବାମା ସ୍ବର୍ଣ୍ଣ ଲତା ବେହେରା ଏବଂ ମାଳିସାହି ଗ୍ରାମର ରାନୁଲତା ମହାପାତ୍ରଙ୍କ ଆବାସ ସାତସପନ । ଧରିତ୍ରୀ,ସମାଜ ଏଵଂ ଗୁଞ୍ଜନ ଖବରକୁ ତୁରନ୍ତ ଦୃଷ୍ଟି @dm_puri @JanaSunani @PRDeptOdisha @RabiNaikBJP @MohanMOdisha @PravatiPOdisha @block_gop @SecyChief @HUDDeptOdisha 🙏
Adarsh Dash retweeted
ଗୋପ ବ୍ଲକ୍ ଵନ୍ତଳି ଗ୍ରାମପଞ୍ଚାୟତ ତରଣା ଗ୍ରାମର ଟୁଟୁ ନାୟକ କିଡ୍ ନି ରୋଗରେ ଆକ୍ରାନ୍ତ ଘଟଣା। ଗତ ଜାନୁଆରୀ ମାସ ୨୯ ତାରିଖରେTWEET କରାଯାଇଥିଲା।୪,୦୨,୨୦୨୬ ନିମାପଡ଼ା ଜାଗ୍ରତ ଯୁବଶକ୍ତି ସଂଗଠନ ଗୋପ ତହସିଲ୍ ଦାର ମହୋଦୟ ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ।ଦୁଃଖ ପରିତାପର ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ପ୍ରଦାନ କରାଯାଇନାହିଁ ।
Adarsh Dash retweeted
ଗୋପ ବ୍ଲକ୍ ଅଣ୍ଢରା ଇଚ୍ଛାପୁର ଜିପିର ଵେଣିପୁର ଠାରୁ ବାମନାଳ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ନୂତନ ରାସ୍ତା ନିର୍ମାଣ ହେଉଛି । ଏହି ଜିପିର ମାଧଗାଡିଆ ଠାରେ ବହୁତ ପୁରୁଣା ବ୍ରିଜ୍ ଉପରେ ଏତେବଡ଼ ଗାଡ୍ ୱାଲ କରାଯାଇ ଲୋଡ୍ ଦିଆଯାଉଛି। @PWD_Odisha @RDOdisha @JanaSunani @PWD_Nimapada sir 🙏 ସ୍ଥାୟୀ ଭାବେ ରହିବତ ଆଜ୍ଞା ?
Adarsh Dash retweeted
ପ୍ରକାଶିତ ଖବରକୁ ଯାଞ୍ଚ କରି ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ । @dm_puri @SecyChief @krushibibhag @KVSinghDeo1 @arvindpadhee @_KrushnaChPatra @Krushnach_Patra @OfficialTeamATA @Coop_Odisha @JanaSunani @MohanMOdisha @CMO_Odisha 🙏
Adarsh Dash retweeted
ସମସ୍ୟା ଅବଗତ କରିବା ଆଜିକୁ ୯ ଦିନ ବିତିଗଲାଣି ଗୋପ ବ୍ରିଜ୍ ମରାମତି କାର୍ଯ୍ୟ ହୋଇ ନାହିଁ। ଜାଗ୍ରତ ଯୁବଶକ୍ତି ସଂଗଠନ ଦାବିପତ୍ର କୁ ଜରୁରୀ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ । @PWD_Odisha @PWD_Nimapada @RDOdisha @JanaSunani @dm_puri @MohanMOdisha @PravatiPOdisha @SecyChief @_anugarg 🙏
Adarsh Dash retweeted
ଗ୍ରୀଷ୍ମପ୍ରବାହ ଆରମ୍ଭରୁ ପାନୀୟ ଜଳ ସଙ୍କଟ। ଅଧିକାଂଶ ନଳକୂପ ଅଚଳ। ଆଜିର ସମାଜ ପ୍ରକାଶିତ ଖବରକୁ ଜରୁରୀ ଦୃଷ୍ଟି ଆକର୍ଷଣ କରି ୩୧ ପଞ୍ଚାୟତରେ ଅଚଳ ଥିବା ନଳକୂପ ଗୁଡ଼ିକୁ ଯଥାଶୀଘ୍ର ସଚଳ କରିବା ପାଇଁ ଅନୁରୋଧ । @dm_puri @JanaSunani @block_gop @PRDeptOdisha @RabiNaikBJP @RWSS_Puri @RWSS_Odisha @MohanMOdisha 🙏
Adarsh Dash retweeted
Replying to @PRDeptOdisha @dm_puri @ChanchalRanaIAS @SecyChief @GokulanandaBJP @CMO_Odisha @PravatiPOdisha @MohanMOdisha @PuriCdvo @dahvsodisha @farddepartment @JanaSunani
ଯେଉଁଠି ଯେଉଁଠି ସବୁ ଗୋଶାଳା ଅଛି ପୁରୀ ସିଡ଼ିଭିଓ ସାର୍ ରିପୋର୍ଟ କରିଛନ୍ତି। ବୁଲା ଗାଇ ଗୋରୁ ଷଣ୍ଢ କାହାର ନୁହେଁ। କିଏ ନେଇ ଛାଡିବ ଗୋଶାଳାରେ ? ଗୋଶାଳାରେ ଛାଡ଼ିବା ପାଇଁ ବିଭାଗ ତରଫରୁ କର୍ମ ଚାରୀ ନିଯୁକ୍ତି ଅଛନ୍ତି କି ? ରାସ୍ତା ରେ ପର୍ଯ୍ୟଟକ ଙ୍କୁ ହଇରାଣ କରୁଛନ୍ତି ବୁଲା ଗାଇ ଗୋରୁ, ପର୍ଯ୍ୟଟକ ନେଇ ଛାଡିଵେ ଵୋଧେ ଗୋଶାଳାରେ ?
Adarsh Dash retweeted
୨୩ ମଣ୍ଡିରେ ଧାନ କିଣାରେ ଅହେତୁକ ବିଳମ୍ବ। ଏଥିପ୍ରତି ତୁରନ୍ତ ଦୃଷ୍ଟି @Krushnach_Patra @_KrushnaChPatra @dm_puri @MohanMOdisha @Coop_Odisha @SecyChief @PravatiPOdisha @_anugarg @block_gop @CMO_Odisha @JanaSunani @OfficialTeamATA @DJ_dibyajyoti @krushibibhag 🙏
Adarsh Dash retweeted
କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ଅଲିଭ୍ ରିଡ୍ ଲେ ମଡକ । ଜୀଵନ ନେଉଛି ବେଆଇନ୍ ସ୍ପିଡ୍ ବୋଟ୍ ଓ ଟ୍ରଲର । ସମୁଦ୍ର ଭିତରେ ହେଉନି ପାଟ୍ରୋଲିଂ, ବନବିଭାଗ ସବୁଜାଣି ଚୁପ୍ । ଏଥିପ୍ରତି ତୁରନ୍ତ ଦୃଷ୍ଟି @JanaSunani @dm_puri @MohanMOdisha @ForestDeptt @DFO_Angul @SecyChief @_anugarg @PravatiPOdisha @farddepartment 🙏
Adarsh Dash retweeted
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଶାଇଁସଶାସନ ଗ୍ରାମ ପଞ୍ଚାୟତ ଭଗବତୀପୁର ଗ୍ରାମ (ତୋଟା ପଡ଼ା) ଗ୍ରାମରେ ଗୋମାତା ଦୀର୍ଘ ଦିନ ହେବ ଉଠି ପାରୁନାହାନ୍ତି, ପେଟରେ ଛୁଆ ତୁରନ୍ତ ଚିକିତ୍ସା ବଳଙ୍ଗା VS ଆସି କରିବାକୁ ଅନୁରୋଧ
@SecyChief @CMO_Odisha @MohanMOdisha @SamalManmohan7 @dpradhanbjp @FdOdisha @GokulanandaBJP @sureshvashishth @DEFCCOfficial @OdishaFisheries @FisheriesGoI @PIB_MoFAHD @pashudhanUK @pashudhanUK @himantabiswa @Himanshu4Odisha @otvnews @babusinghodisha @BJP4Odisha @NitinNabin @narendramodi @AshwiniVaishnaw @_anugarg @PRDeptOdisha @AmitShah @arvindpadhee @ushapadhee1996 @FisheriesGoI @farddepartment @farddepartment @PRDeptOdisha
Adarsh Dash retweeted
ଗୋପ ବ୍ଲକ୍ ଏରଵଙ୍ଗ ଜିପିର ତରଙ୍ଗିରା ଗ୍ରାମର ରମେଶ ଚନ୍ଦ୍ର ବିଶ୍ବାଳ ଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଗୋପର ଅତିରିକ୍ତ ବିଡ଼ିଓ ଙ୍କୁ ଏଵଂ ଅତିରିକ୍ତ ତହସିଲଦାର ହରପ୍ରିୟା ମଲ୍ଟିକ ଙ୍କୁ ଜାଗ୍ରତ ଯୁବଶକ୍ତି ସଂଗଠନ ପକ୍ଷରୁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି । @dm_puri @DJ_dibyajyoti 🙏
Adarsh Dash retweeted
ଗୋପ ବ୍ଲକ୍ ଏରଵଙ୍ଗ ଜିପିର ତରଙ୍ଗିରା ଗ୍ରାମର କାହ୍ନୁ ଚରଣ ଜେନା ସଂପୂର୍ଣ୍ଣ ଅନ୍ଧ ବ୍ୟକ୍ତି। ଏହି ବ୍ୟକ୍ତି ଙ୍କୁ ଯଥାଶୀଘ୍ର ଭତ୍ତା ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଜାଗ୍ରତ ଯୁବଶକ୍ତି ସଂଗଠନ ତରଫରୁ ଗୋପ ଅତିରିକ୍ତ ବିଡ଼ିଓ ଏବଂ ଅତିରିକ୍ତ ତହସିଲଦାର ହରପ୍ରିୟା ମଲ୍ଲିକ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
Adarsh Dash retweeted
ବ୍ରିଜ୍ ପାଇଁ ରାସ୍ତା ଖୋଳି ଦେଲେ ଠିକାଦାର।କୈଣସି ସତର୍କ ସୂଚନା ଦିଆଯାଇ ନାହିଁ।ରାତିରେ ଖାଲରେ ପଡି ବାଇକ୍ ଚାଳକ ଦୁର୍ଘଟଣା ଗ୍ରସ୍ତ।ଠିକାଦାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିମାପଡ଼ା ଜାଗ୍ରତ ଯୁବଶକ୍ତି ପରିବାର ଲିଖିତ ଅଭିଯୋଗ କୁ ଜରୁରୀ ଦୃଷ୍ଟି ଗୋଚର ନେବାପାଇଁ ଅନୁରୋଧ। @dm_puri @JanaSunani @DJ_dibyajyoti 🙏
Adarsh Dash retweeted
ଗୋପ ବ୍ଲକ୍ ଏରଵଙ୍ଗ ଜିପିର ତରଙ୍ଗିରା ଗ୍ରାମର ରମେଶ ଚନ୍ଦ୍ର ବିଶ୍ବାଳ । BRAIN STOCK ରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେବ ଶଯ୍ୟା ସାୟୀ, ଚିକିତ୍ସା ରେ ଅର୍ଥ ସାଜିଛି ବାଧକ। ଦୀର୍ଘ ଦିନ ହେବ ଭତ୍ତା ଆବେଦନ କରି ଭତ୍ତା ପାଇବା ସାତସପନ। ଭତ୍ତା ଆବେଦନ ପତ୍ରଟି ଉପଜିଲ୍ଲାପାଳ ଙ୍କ ପାଖରେ ରହିଅଛି।
Adarsh Dash retweeted
ଆଜିର ସମାଜ ପ୍ରକାଶିତ ଖବରକୁ ଜରୁରୀ ଦୃଷ୍ଟି ଆକର୍ଷଣ କରି କିଡିନୀ ରୋଗରେ ଆକ୍ରାନ୍ତ ଟୁଟୁ ନାୟକଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାପାଇଁ ବିନମ୍ର ଅନୁରୋଧ ।
Adarsh Dash retweeted
ଅସ୍ତିତ୍ବ ହରାଉଛି ପଥରଭସା ନଦୀ । ଖନନ ଅଭାବରୁ ପୋତି ହେଲାଣି, ଜବରଦଖଲରେ ଅଧିକାଂଶ ଅଞ୍ଚଳ । ଏଥିପ୍ରତି ତୁରନ୍ତ ଦୃଷ୍ଟି @dm_puri @OdishaWater @SecyChief @_anugarg @MohanMOdisha @CMO_Odisha @PravatiPOdisha @OfficialTeamATA @JanaSunani @PWD_Odisha 🙏
Adarsh Dash retweeted
ସମ୍ମାନୀୟ @TPCentralOdisha ମହୋଦୟ 🙏 ନିମାପଡ଼ା ଇଲେକ୍ଟ୍ରି ଡିଭିଜନ ୨ର ଅରିଷଣ୍ଢ ପାଖ ସଵ୍ ଷ୍ଟେସନ ଠିକ୍ ସେ ସଫେଇ ନହେବା ଘଟଣା। ଘଟଣା ଟି ପୁନର୍ବାର ଅଭିଯୋଗ କରିବା ଆଜିକୁ ୫ ଦିନ ବିତିଗଲାଣି ସମସ୍ୟା ସମାଧାନ ହେଲା ନାହିଁ। @EnergyOdisha @RNTata2000 @OfficialTeamATA 🙏









































